କବି ଓ କବୟିତ୍ରୀମାନଙ୍କ କଣ୍ଠରେ ସ୍ୱରଚିତ କବିତାର ଆବୃତ୍ତି ଶୁଣିବାର ଅନୁଭୂତି ହିଁ ନିଆରା। ଆସନ୍ତୁ ଏଠାରେ ଶୁଣିବା ସେଭଳି କିଛି ମନଛୁଆଁ କବିତାର ଆବୃତ୍ତି
- “ଝରକା ଖୋଲିଲେ ମୁହଁଟିଏ ଦିଶେ” – କବି ଡ଼.କୁଳମଣି ଓଝାଙ୍କ କଣ୍ଠରେ ସ୍ଵରଚିତ କବିତାଟିଏ।
- “ସମ୍ପର୍କ ଧାରଟିଏ, ତା’ ବାହାରକୁ ଗଲେ ଦାଗ ଲାଗିଯାଏ” – କବୟିତ୍ରୀ ଶ୍ରୀମତୀ ବବି ଅନସୂୟା (ଆର.ଜେ.ଅନୁ)ଙ୍କ କଣ୍ଠରେ ସ୍ଵରଚିତ କବିତାଟିଏ।
- “କୁହ ଚକାଆଖି, ଆଜି ପଚାରୁଛି ଗୃହ ବନ୍ଦୀଶାଳେ ରହି” – ଶ୍ରୀମତୀ ପୁଷ୍ପାଞ୍ଜଳି ବାରିକ ଆବୃତ୍ତି କରିଛନ୍ତି ସ୍ଵରଚିତ ଜଣାଣଟିଏ।
- ଏହି ଭୂମି ଅତି ଆପଣାର, ହେଲେ ନୁହେଁ ଏ ସଦା ଆମର” – କବି ଶ୍ରୀ ବିନୟ ପଟ୍ଟନାୟକଙ୍କ କଣ୍ଠରେ।
- ବିଶିଷ୍ଟ କବି ଡ଼. କୁଳମଣି ଓଝାଙ୍କ କଣ୍ଠରେ ଏକ ସ୍ଵରଚିତ କବିତା: ‘ବର୍ଷାନୁରାଗ’।
- ସ୍ଵାଧୀନତା ଦିବସ ଉପଲକ୍ଷେ ବିଶିଷ୍ଟ ବେତାର ଉପସ୍ଥାପିକା ତଥା କବୟିତ୍ରୀ ଶ୍ରୀମତୀ ବବି ଅନସୂୟା (ଆର୍.ଜେ.ଅନୁ) ଆବୃତ୍ତି କରିଛନ୍ତି ସ୍ଵରଚିତ ଦେଶାତ୍ମବୋଧକ କବିତାଟିଏ।
- “ଆମ ଘର ଏଇ ପୃଥିବୀ” – ଏଥର ଶ୍ରୀ ବିନୟ ପଟ୍ଟନାୟକଙ୍କ କଣ୍ଠରେ ଶୁଣିବା ଏକ ସ୍ୱରଚିତ କବିତାର ଆବୃତ୍ତି।
Excellent presentation by Dr Vinay Patnaik and superb poem by Bobby Anasuya !
Thank You so much Tanushree madam n Dr Vinay sir …It means a lot to me
ବିନୟ ପଟ୍ଟନାୟକ ଭାଈନା ଏବଂ ଅନସୂୟା ଭଉଣୀଙ୍କୁ 🙏
ଜୟ ଜଗନ୍ନାଥ। ଆପଣମାନଙ୍କ କବିତା ଯେତିକି ମନକୁ ଛୁଇଁଥିଲା ତାଠାରୁ ବେଶି ଆବେଗ ସୃଷ୍ଟି କଲା ଆବୃତ୍ତିଶୈଳୀ। ଅନସୂୟା ଭଉଣୀ ଆପଣଙ୍କ ଆବୃତ୍ତି ଶୁଣିବା ବେଳେ ମୋତେ ଅନୁଭବ ହେଉଥିଲା ଆପଣ ଲେଖିବା ସମୟରେ କିଭଳି ଭାବରେ ଚରିତ୍ରମାନଙ୍କ କଥା ହୃଦୟଙ୍ଗମ କରୁଥିବେ।
ତା ଛଡ଼ା ସ୍ବାଧୀନା ନାଆଁ ସହିତ ମୋର ଗୋଟେ ଅଧୁରା ସ୍ବପ୍ନ ରହିଛି ।ତେଣୁ ମୁଁ କିଛି ସମୟ ନିଜକୁ ହଜେଇ ଦେଇ ଥିଲି ସେ କବିତା ରେ ।
Bahut bahut dhanyavad Puspanjali madam ,apananka shabda Sabu Mo pain prerana
ଅନସୂୟା ଭଉଣୀ ସମ୍ପର୍କ ର ଅର୍ଥ କେତେ ସୁନ୍ଦର ଭାବେ ହସି ହସି ବୁଝେଇଦେଲେ । ଆପଣଙ୍କ ହସ କହେ ସମ୍ପର୍କ ହସ ଖୁସିର ଲହରୀ ଟିଏ ବୋଧେ ।
ସବୁ କବିତା ଆବୃତି ଭଲ ଲାଗିଲା ।
ଡ କୁଳମଣି ଓଝାଙ୍କ ବର୍ଷାନୁରାଗ ଭଲ ଲାଗିଲା ।
ସମ୍ପାଦନା ମଧ୍ୟ ସୁନିର୍ବାଚିତ ।
ବବି ଅନସୂୟାଙ୍କ କବିତା “ମୁଁ ସ୍ୱାଧିନା” ବହୁତ ପ୍ରଭାବଶାଳୀ ଓ ବାସ୍ତବିକ ଓ ହୃଦୟସ୍ପର୍ଶୀ।
ପୁଷ୍ପାଞ୍ଜଳି ବାରିକଙ୍କ ନିଜସ୍ବ କବିତା ଓ କଣ୍ଠ ଦାନ ଅତ୍ୟନ୍ତ ଭାବଗ୍ରାହୀ।