କାବ୍ୟ ସର୍ଜନାର ନାଟକୀୟ ବିଷୟ ବିନ୍ୟାସ

ସ୍ରଷ୍ଟାର କାବ୍ୟ ସୃଷ୍ଟି ଆପାତତଃ କୌଣସି ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟକୁ କେନ୍ଦ୍ରୀଭୂତ କରି । ଏକ ସୁନିର୍ଦ୍ଦିଷ୍ଟ କଥା ଏହାର ପରିକଳ୍ପନାର…ଆଗକୁ ପଢନ୍ତୁ

ତିନି ମାଇଲ ଖୁଣ୍ଟ

ଶୈଶବ:ଧୂଳି ଖେଳ, ବାଲିଘର, ମା କୋଳେ ଶୟନଗୀତ, ନାଚ, ହସ ଖୁସି ବିତିଯାଏ ରାତି ଦିନଲୁଚକାଳି, ଗୁଡିଟଣା, ବର୍ଷା ଭିଜା ଦିନମାନକାଗଜ…ଆଗକୁ ପଢନ୍ତୁ

ଭାଷାଗତ ବିସଂଗତି ଓ ସାହିତ୍ୟ

ଓଡ଼ିଆ ଭାଷା ଯେ ବର୍ତ୍ତମାନ କତିପୟ ଭାଷାଗତ ବିସଂଗତି ଓ ଦ୍ବନ୍ଦ୍ବର ସମ୍ମୁଖୀନ ଏଥିରେ ସନ୍ଦେହ ନାହିଁ। ସାହିତ୍ୟ ଜଗତ ହେଉଛି…ଆଗକୁ ପଢନ୍ତୁ

ମହାସାଗର

ଯୋଜନ ବିସ୍ତାରି ରହିଅଛ ତୁମେମା ମାଟିର କୋଳେ,ସୁନ୍ଦର ରୂପକୁ ଲେଖିକି ପାରିବିଯାହା ଦେଖେ ସଞ୍ଜ ବେଳେ। ମୁକ ସାକ୍ଷୀ ହୋଇ ଦିଗବଳୟକୁନେଇଛ…ଆଗକୁ ପଢନ୍ତୁ

କରୋନା କବିତା

କରୋନା ପ୍ରସଙ୍ଗ ଉପରେ ଏକୋଇଶି ଜଣ କବିଙ୍କର ସୁନିର୍ବାଚିତ କବିତାର ସମ୍ଭାରକୁ ନେଇ ପ୍ରସ୍ତୁତ ଏହି ସଂକଳନଟି।କରୋନା କାଳର ଅନୁଭବ ଆଜି…ଆଗକୁ ପଢନ୍ତୁ

‘ସାଧବ ଝିଅ’ ଓ କବି ଡଃ ମାୟାଧର ମାନସିଂହ

ସାଧବର ସାତପୁଅ ବଣିଜ କରି ଯାଉଛନ୍ତି। ସାଧବର ସାତପୁଅ ଗଲା ଉତ୍ତାରୁ ସଦ୍ଯ ଗୃହାଗତା ସାନ ବୋହୂର ବିଧୁର ମର୍ମଣ କେହି…ଆଗକୁ ପଢନ୍ତୁ

ଶ୍ରୀରାମ ଠାକୁର

ପ୍ରଭୁ ଲୀଳାମୟ ଶ୍ରୀରାମ ଠାକୁରଭକତ ପ୍ରେମରେ ବନ୍ଧାଦୁଃଖ ନାଶକାରୀ ସୁଖ ପ୍ରଦାୟକହରନ୍ତି ସକଳ ବାଧା !!ପୂଣ୍ୟତୋୟା ନଦୀ ସରଯୁ ତଟରେପୂଣ୍ୟ ଅଯୋଧ୍ୟା…ଆଗକୁ ପଢନ୍ତୁ

ଖରାଛୁଟି

ଦ୍ବାଦଶ ଶ୍ରେଣୀ ପରୀକ୍ଷା ସରି ଯାଇଥାଏ। ମନରେ ଉଲ୍ଲାସ ଓ ଉନ୍ମାଦନା। ରେଜଲ୍ଟ ବାହାରିବା ଯାଏ ଲମ୍ବା ଛୁଟି। ମୋର ସେଇ…ଆଗକୁ ପଢନ୍ତୁ

କୁହ ଚକାଆଖି

କୁହ ଚକାଆଖି ଆଜି ପଚାରୁଛିଗୃହ ବନ୍ଦୀଶାଳେ ରହି ,ନିଜ ହାତ ଗଢା ନିଜ ସଂସାରକୁଭାଙ୍ଗି ଦେଉଅଛ କାହି ।କୁହ ଚକାଆଖି…….. କେଉଁଠୁ…ଆଗକୁ ପଢନ୍ତୁ

ଅପରାହ୍ନର ଅନୁଭବ

ଆକାଶ ରେ ଭେଳା ଭେଳା ପାଉଁଶିଆମେଘ ଉଢ଼ାଳରେ ରବିଅପରାହ୍ନ ଖରା ପ୍ରଖର ପ୍ରଦୀପ୍ତିମହକ ଯାଇଛି ଦବି।ବିଷର୍ଣ୍ଣ ଧୂସର ଆଲୋକରେ ଧୂପଦିଶୁଅଛି ଚାରିଆଡଯାତ୍ରୀଟିଏ…ଆଗକୁ ପଢନ୍ତୁ