What’s there in the village
That calls you back?
Swarms of bees,
Miles and miles
Of golden mustard fields,
Shrill and lengthy calls of birds,
Tattooing
Days of childhood.
Standing in rows and
Saying prayers,”O, God
Lead me on the path
To Truth and Virtue”
What’s there in the village
That calls you back?
The visage of village
Looks so sad and morose
From the window of the train,
Someone calls me by name
At midnight.
I can make out the silhoutte
Of the village road from here
The fragrance of lotus and water lily
Comes into the compartment
What’s there in the village
That you insist on visiting it today?
ଟ୍ରେନ ଝରକାରେ ଗାଁ
ମନୋରମା ବିଶ୍ବାଳ ମହାପାତ୍ର
ଆଜି ଆଉ ଅଛି କ’ଣ ଗାଁ’ରେ ଯିବାକୁ କହୁଛ !
ଦଳ ଦଳ ମହୁମାଛି
ମାଇଲ ମାଇଲ ଧରି ସୋରିଷଫୁଲର କ୍ଷେତ
ଡାହୁକ ଓ ଗେଣ୍ଡାଳିଆ ସୁଦୀର୍ଘ କୁହାଟ।
ଉଲ୍ଖିକଟାର ଦିନ,
ପିଲାଦିନ।
ଧାଡ଼ିବାନ୍ଧି ‘ସତ୍ୟ ପଥେ ଧର୍ମ ପଥେ’
ଗାଇବାର ଦିନ, ପିଲାଦିନ
ଆଜି ଆଉ ଅଛି କଣ ଗାଁରେ
ଯିବାକୁ କହୁଛ ।
ଆଜି ବଡ଼ ବେଶି କରୁଣ,
ଶୋକାର୍ତ୍ତ ଦିଶୁଛି ଗାଁ ମୁହଁ
ଟ୍ରେନ୍ର ଝର୍କାରେ।
କିଏ ଜଣେ ଡାକୁଛି ଏମିତି ମୋତେ
ପିଲାଦିନ ନାଁ ଧରି
ମଝି ରାତିଟାରେ।
ପଛରୁ ଦିଶୁଛି ଗାଁ ରାସ୍ତାର ସିଲ୍ହଟ୍
ପଶି ଆସୁଛି ପଦ୍ମ ଆଉ କଇଁର ବାସ୍ନା
ଟ୍ରେନ୍ ଝର୍କା ଦେଇ।
ଆଜି ଆଉ ଅଛି କଣ ଗାଁରେ
ଜିଦ୍ କରୁଛ ଯିବା ପାଇଁ?
The Original is better.
ଗାଁ ସତରେ ସହର ପାଲଟି ଗଲାଣି