Subscription Scheme

‘ସାହିତ୍ୟ ଚର୍ଚ୍ଚା’ର ମୁଦ୍ରିତ ସଂସ୍କରଣ:
‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମୁଦ୍ରିତ ସଂସ୍କରଣ ପ୍ରତ୍ୟେକ ମାସ ନିୟମିତ ଭାବରେ ପ୍ରକାଶ ପାଉଛି। ପ୍ରତି କପିର ମୂଲ୍ୟ ଟ.୪୦/- ମାତ୍ର ଏବଂ ଏହା ଓଡିଶାର ଅନେକ ପତ୍ରପତ୍ରିକା ବିକ୍ରୟ କେନ୍ଦ୍ରରେ ଉପଲବ୍ଧ ଅଛି।
‘ଗୁଗଲ୍ ପ୍ଲେ ବୁକ୍ସ’ରେ ମଧ୍ୟ ଏହି ପତ୍ରିକାଟି ଏକ ଇ-ବୁକ୍ ରୂପରେ ଟ. ୨୩.୬୦ (ତେଇଶି ଟଙ୍କା ଷାଠିଏ ପଇସା ମାତ୍ର) ମୂଲ୍ୟରେ ଉପଲବ୍ଧ ଅଛି।


ଗ୍ରାହକ ଯୋଜନା:
ଆପଣ ବାର୍ଷିକ ଗ୍ରାହକ ଦେୟ ଟ. ୪୮୦/- ମାତ୍ର ପଠାଇ ଏକ ବର୍ଷ ପାଇଁ (ଅର୍ଥାତ ବାରଗୋଟି ସଂଖ୍ୟା) ଡାକ କିମ୍ବା କୋରିଅର ଜରିଆରେ ଏହି ପତ୍ରିକା ପାଇପାରିବେ। ଏଥିପାଇଁ କୌଣସି ଅତିରିକ୍ତ ଡାକ କିମ୍ବା କୋରିଅର ଖର୍ଚ୍ଚ ନିଆଯାଏ ନାହିଁ। ବାର୍ଷିକ ଗ୍ରାହକ ହେବା ପାଇଁ ନିମ୍ନଲିଖିତ ଖାତା ନମ୍ବରକୁ ଟ.୪୮୦/- ପଠାଇ ତାହାର ବିବରଣୀ ଏହି ପୃଷ୍ଠାରେ ଥିବା ଫର୍ମ୍ ରେ ପୂରଣ କରନ୍ତୁ।

IFS Code: CNRB0018007
Account No.: 120000048648
Account Name: Sahitya Charcha
Name of the Bank: Canara Bank

For receiving copies of the magazine by post every month as an annual subscriber, please send Rs. 480 (No extra postal or courier charges) to the above account number and inform us the transaction particulars in the form which is available on this page. Alternatively, you may also pay the subscription by scanning the following QR code on your mobile phone.

ଆପଣ ନିଜ ମୋବାଇଲ ଫୋନରେ ଉପରୋକ୍ତ କ୍ୟୁ.ଆର କୋଡ୍ ବ୍ୟବହାର କରି ମଧ୍ୟ ଗ୍ରାହକ ଦେୟ ପଠାଇପାରନ୍ତି।


Subscription Form


    (Please either enter the Transaction Number, or upload the Screenshot.)

    In case of any difficulty in submitting the particulars through the above form, you may also mail the subscription details to us on our following e-mail address:
    info@sahityacharcha.com or call us on our mobile number +91 9368772506 .

    Subscritions may also be paid by cheque or bank draft in favour of SAHITYA CHARCHA and it may be sent to our address which is mentioned on the About Us page of this website.


    Download it as an E-book :

    The new issues of the ‘Sahitya Charcha’ magazine may also be downloaded in the e-book format from the ‘Google Play Books’. You may search with the words ‘Sahitya Charcha’ in the app or website of Google Play Books, and download the e-book at a nominal price of Rs.11.80 paise only.

    Else you may directly go to the following link of ‘Google Play Books’ to purchase and download a copy of the November 2024 issue in the e-book format.

    https://play.google.com/store/books/details?id=qtcsEQAAQBAJ&pli=1