ସାହିତ୍ୟରେ ପୁନର୍ଲିଖନ

ଏହି ପୁନର୍ଲିଖନ ପ୍ରଥାଟି ଯେ ଏବେ ଆମ ସାହିତ୍ୟକୁ ପ୍ରବଳ ଘାରିଛି, ଏଥିପ୍ରତି ଆମେ ବିଶେଷ ନିଘା କରିନଥିଲୁ। ଗୋଟିଏ କବିତା…ଆଗକୁ ପଢନ୍ତୁ

ପୁସ୍ତକ ପ୍ରକାଶନର ମହାତ୍ୱାକାଂକ୍ଷା

ଏହାକୁ ଯଥାର୍ଥରେ ‘ମହାତ୍ୱାକାଂକ୍ଷା’ ବୋଲି କହିହେବ କି ନାହିଁ ସେ ବିଷୟରେ ଆମର ସନ୍ଦେହ ଅଛି। ତେବେ ଇଂରାଜୀ ଭାଷାର ‘ଭ୍ୟାନିଟି’…ଆଗକୁ ପଢନ୍ତୁ

ନିଜ ପାଇଁ କବିତା

ଆମେ ଅନେକ କବି-ବନ୍ଧୁଙ୍କର ସ୍ବୀକାରୋକ୍ତି ଶୁଣୁ, “କବିତା ତ ମୁଁ ଲେଖେ କେବଳ ମୋ ନିଜ ପାଇଁ।” ନିଜର ଭାବନା, ନିଜର…ଆଗକୁ ପଢନ୍ତୁ

ସାହିତ୍ୟର ଷଡ଼ରିପୁ

ଶାରଦୀୟ ପାର୍ବଣର ଅବକାଶରେ ଶକ୍ତିସ୍ୱରୂପା ଦେବୀ ମହିଷମର୍ଦ୍ଦିନୀଙ୍କୁ ଆବାହନ କରିବାର ଶୁଭ ଲଗ୍ନ ଇଏ। କେବଳ ପୁରାଣବର୍ଣ୍ଣିତ ଅସୁର ନୁହେଁ, ଏବେ…ଆଗକୁ ପଢନ୍ତୁ

ମୁଦ୍ରିତ ସାହିତ୍ୟର ଭବିଷ୍ୟତ

କିଛିଦିନ ତଳେ ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟା ଭବନରେ ଏକ ଆଲୋଚନା ସଭାରେ ଆମେ ଶ୍ରୋତା ଭାବରେ ଉପସ୍ଥିତ ରହିବାର ଅବସର ପାଇଥିଲୁ।…ଆଗକୁ ପଢନ୍ତୁ

ଲେଖକ ପରିଚୟ

ଆମେ ଜାଣୁ ଯେ ପ୍ରତ୍ୟେକ ସାହିତ୍ୟଧର୍ମୀ ରଚନାଟିଏର ପଛରେ ଥାଆନ୍ତି ଜଣେ ବିନ୍ଧାଣି, ଯାହାଙ୍କୁ ଆମେ କବି ବା ଲେଖକ ଭାବରେ…ଆଗକୁ ପଢନ୍ତୁ

ସାହିତ୍ୟ ସେବା – ଜଗନ୍ନାଥ ସେବା

ଓଡିଆ ଜାତି ଯେ ସ୍ୱଭାବତଃ ଜଗନ୍ନାଥ-ମନସ୍କ, ଏଥିରେ ଦ୍ୱିମତ ନାହିଁ। ଆମର ତନ, ମନ, ଆଚାର, ବିଚାର, ନୃତ୍ୟ, ସଂଗୀତ, ଭାବ…ଆଗକୁ ପଢନ୍ତୁ

ଲେଖକର ଅଧ୍ୟବସାୟ

ଜଣେ ଭାଲୁ-ନଚାଳି ନିଜର ପୋଷା ଭାଲୁଟିକୁ ତାଲିମ ଦେଉଥିବା ବେଳେ ଦୈବାତ୍ ଭାଲୁର ଗୋଟିଏ ନଖ ତା ଦେହରେ ବାଜି ସାମାନ୍ୟ…ଆଗକୁ ପଢନ୍ତୁ

ଆମ ସାହିତ୍ୟରେ ବ୍ୟଙ୍ଗ

ବ୍ୟଙ୍ଗକୁ ସାହିତ୍ୟର ଏକ ସ୍ୱତନ୍ତ୍ର ବିଭାଗ ବା ‘ଜନ୍‌ର’ ଭାବରେ ଗ୍ରହଣ କରାଯାଇପାରିବ କି ନାହିଁ ସେ ନେଇ ଦ୍ୱିରୁକ୍ତି ରହିଛି।…ଆଗକୁ ପଢନ୍ତୁ

କବିତା ଆସରରେ କବି

କବିତା ଆସର ବା ଅନ୍ୟ କଥାରେ କହିଲେ ‘କବିତା ପାଠୋତ୍ସବ’ ଓଡିଆ ସାଂସ୍କୃତିକ ଜୀବନର ଅନ୍ୟତମ ଅଙ୍ଗ। ଏଭଳି ପାଠୋତ୍ସବମାନ ବର୍ଷସାରା…ଆଗକୁ ପଢନ୍ତୁ