ବରିଷ୍ଠ କଥାକାର ସତ୍ୟ ମିଶ୍ରଙ୍କ ସହିତ ଅନ୍ତରଙ୍ଗ ଆଳାପ 

ଯେତିକି ଗଳ୍ପର ଭାବ ମୋ ମସ୍ତିଷ୍କକୁ ଆସୁଛି, ସେତିକି ହିଁ ମୁଁ ଲେଖେ। ଭିଡ଼ି ଓଟାରି ଥିମ୍ ଆଣିବାକୁ ଚେଷ୍ଟା କରେନାହିଁ।…ଆଗକୁ ପଢନ୍ତୁ

ବର୍ଷୀୟାନ କବି ସୌଭାଗ୍ୟ କୁମାର ମିଶ୍ରଙ୍କ ସହ ସାରସ୍ୱତ ଆଳାପ

ଭଞ୍ଜଙ୍କ ସହିତ ରମାକାନ୍ତ ରଥଙ୍କୁ ଏକସଙ୍ଗରେ ରଖି ତଉଲିବା ଉଚିତ ହେବ ନାହିଁ। ବିଶିଷ୍ଟ କବି ଡ. ସୌଭାଗ୍ୟ କୁମାର ମିଶ୍ର…ଆଗକୁ ପଢନ୍ତୁ

ବରିଷ୍ଠ କଥାକାର ସଦାନନ୍ଦ ତ୍ରିପାଠୀଙ୍କ ସହ ଏକ ସାରସ୍ୱତ ବାର୍ତ୍ତାଳାପ

କବିମାନେ ଜନ୍ମ ହୁଅନ୍ତି ; କିନ୍ତୁ ଗାଳ୍ପିକଟିଏ ସୃଷ୍ଟି ହୋଇଥାଏ। ତେଣୁ ଭଲ କବିତାଟିଏ ଲେଖିବା ସହଜ ନୁହେଁ; ଅବଶ୍ୟ କବିତାଟିଏ…ଆଗକୁ ପଢନ୍ତୁ

ପ୍ରବୀଣ କଥାକାର ହୃଷୀକେଶ ପଣ୍ଡାଙ୍କ ସହ ଏକ ଅନ୍ତରଙ୍ଗ ବାର୍ତ୍ତାଳାପ

ଏହି ‘ଆଟିଚ୍ୟୁଡ୍‌’ ପାଇଁ କ’ଣ କିଏ କାମ କରେ? ମୁଁ ତ ପାରେନି। ସେମାନେ ଯେ କାହିଁକି ମୋତେ ଏତେ ଡରନ୍ତି,…ଆଗକୁ ପଢନ୍ତୁ

ବରିଷ୍ଠ କଥାକାର ନାରୁ ମହାନ୍ତିଙ୍କ ସହ ଅନ୍ତରଙ୍ଗ ଆଳାପ

ଯେଉଁମାନେ ସାହିତ୍ୟର କାରପଟଦାର ; ଯେଉଁମାନେ ଏକଦା ମୋ ପାଖକୁ ଆସୁଥିଲେ, ମୋତେ ଖୋଜୁଥିଲେ ଓ ଲୋଡ଼ୁଥିଲେ ; ସେମାନେ କାହିଁକି…ଆଗକୁ ପଢନ୍ତୁ

ସାହିତ୍ୟିକ କମଳାକାନ୍ତ ମହାପାତ୍ରଙ୍କ ସହ ଅନ୍ତରଙ୍ଗ ଆଳାପ

ମୁଁ ନୀତିଗତ ଭାବରେ ପୁରସ୍କାର ଗ୍ରହଣ କରିବାର ସପକ୍ଷବାଦୀ ନୁହେଁ। ଅବଶ୍ୟ ଭୁଲଟିଏ କରିଦେଇଥିଲି। ବରିଷ୍ଠ ସାହିତ୍ୟିକ କମଳାକାନ୍ତ ମହାପାତ୍ରଙ୍କ ବୟସ…ଆଗକୁ ପଢନ୍ତୁ

ବର୍ଷୀୟାନ କଥାକାର ଦେବ୍ରାଜ ଲେଙ୍କାଙ୍କ ସହ ଆଳାପ

ସାଧାରଣ ଲୋକଙ୍କ ଭାଷାରେ ଲେଖାଯାଉ। ନିଜକୁ ଗୋଟିଏ ମୂର୍ଖ ମନେକରି ସାହିତ୍ୟ ଲେଖିବା ଭାରି କଷ୍ଟ। ଦେବ୍ରାଜ ଲେଙ୍କା ଓଡ଼ିଆ କଥାସାହିତ୍ୟରେ…ଆଗକୁ ପଢନ୍ତୁ

ବର୍ଷୀୟାନ୍ ଲେଖକ ଓ ଭାଷାବିଜ୍ଞାନୀ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ସହ ଆଳାପ

” ମୁଁ ‘ନୀର ପାନ କରିବି,’ ଅପେକ୍ଷା ‘ପାଣି ପିଇବି ‘ ବୋଲି କହିବାକୁ ଅଧିକ ପସନ୍ଦ କରିବି। “ ଡ଼.…ଆଗକୁ ପଢନ୍ତୁ

ବର୍ଷୀୟାନ୍ ସାହିତ୍ୟିକା ବନଜ ଦେବୀଙ୍କ ସହିତ ସାରସ୍ୱତ ଆଳାପ

“ଯେତେବେଳେ ମୋତେ ୧୫ ବର୍ଷ ହୋଇଗଲା ମୁଁ ମୀନା ବଜାରର ବୟସ ଅତିକ୍ରମ କରିଗଲି ଏବଂ ନାରୀ ଜଗତ ପାଇଁ ଲେଖିବାକୁ…ଆଗକୁ ପଢନ୍ତୁ

ବର୍ଷୀୟାନ୍ କଥାକାର ପଦ୍ମଜ ପାଳଙ୍କ ସହ ସାରସ୍ୱତ ଆଳାପ

ସଚରାଚର ଯାହା କିଛି ଘଟୁଥାଏ ତାହା ପଛରେ ଥାଏ ପ୍ରେମ। ପ୍ରେମ ନ ଥିଲେ ଆପଣ କିଛି ବି କରିପାରିବେ ନାହିଁ,…ଆଗକୁ ପଢନ୍ତୁ