ବରଷା ନଥିଲେ ବାଜିବନି ସାହାନାଇ। ବର୍ଷାକୁ କହୁଛି କିଏ ପ୍ରିୟତମାକିଏ ବା କହୁଛି ବୋହୂ,କିଏ ସେ କହୁଛି ଖାଣ୍ଟି ଓଡ଼ିଆଣୀକିଏ ସେ…ଆଗକୁ ପଢନ୍ତୁ
Category: କବିତା
ମାଟିରୁ ତୁ ଆସୁ ଆଉ ମାଟିକୁ ତୁ ଯାଉ
ପଢନ୍ତୁ ବିନୟ ପଟ୍ଟନାୟକଙ୍କ କଲମରୁ ଏକ ମନଛୁଆଁ କବିତା, ଏବଂ ଶୁଣନ୍ତୁ ମଧ୍ୟ ତାଙ୍କ ନିଜ କଣ୍ଠରେ କବିତାଟିର ଆବୃତ୍ତି। ମାଟିରୁ…ଆଗକୁ ପଢନ୍ତୁ
ଝିଅ
ଝିଅ ନାହିଁ ଯାହାର, କେତେ ଦୁଃଖ ତାହାର। ଝିଅ ନାହିଁ ଯାହାରକେତେ ଦୁଃଖ ତାହାରଅନୁଭବୀ ହୃଦୟକୁଏକାନ୍ତରେ ପଚାର। ଝିଅ ଘିଅ କହନାବଣ୍ଟାକୁଣ୍ଟା…ଆଗକୁ ପଢନ୍ତୁ
ମଶାଣି
ବୁଝିଛି ଏତିକି ଶେଷ ପ୍ରାଣ ବିନ୍ଦୁ ପାଉଁଶ ମୁଠାଏ ସତେ। ମଶାଣି କାହାର ଠିକଣା ଜାଣିନିଜାଣିନି କାହାର ନାଆଁ,କଳା ଗୋରା ରଙ୍ଗ…ଆଗକୁ ପଢନ୍ତୁ
ଫଗୁଣ ସବୁଠି ଥାଏ
ହୋଲି ଖେଳି ସବୁରି ସେ ମିତ ବନିଯାଏ, ସବୁରି ହିତରେ ସିଏ ନିଜ ହିତ ଚାହେଁ। ପଳାଶ ଫୁଲରେ ବଣ ନାଲି…ଆଗକୁ ପଢନ୍ତୁ
ସର୍ବଗିଳା ଆଆଁ
କାଳର ସର୍ବଗିଳା ଆଆଁ, ଲିଭାଇ ଦିଏ ସବୁ ନାଆଁ ନ ଥାଇ ଜୀବନାନୁରାଗକଥାକୁ କହିବାର ବାଗବୋଲାଏ ଯେଉଁଠି କବିତାସେଠାରେ ଲୋଡ଼ା ନିରବତା…ଆଗକୁ ପଢନ୍ତୁ
ଝୁମ୍ପୁଡ଼ି ନାୟିକା
ଛଳ ଛଳ ମନ କରୁଣ ଚାହାଁଣି / ଅନ୍ତର ତଳର ବ୍ୟଥା / ଚାଲିରେ ତାହାର ଶତଦଳ ଫୁଟେ / ଫଟା…ଆଗକୁ ପଢନ୍ତୁ
ଦହନ ନୁହେଁ ତୁ ଦୁହିତା
ଏତେ ଗର୍ବ ଭାବ କାହିଁକି ଧରିଛୁ, ଝିଅ ମାଆ ବୋଲି ଜାଣିଥା। କେତେ ତୁ ସହିବୁ ସହୁଥାଯାବତୀୟ ଦୁଃଖ ପାଉଥାଦିନ ରାତି…ଆଗକୁ ପଢନ୍ତୁ
ସମ୍ପର୍କହୀନ
“କେତେ ପ୍ରଶ୍ନ ମାଟି ଭିତରୁ ଫଣା ଟେକୁଥିବେ?” ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ସମ୍ମାନିତ କବି ଆଶୁତୋଷ ପରିଡ଼ାଙ୍କର…ଆଗକୁ ପଢନ୍ତୁ
ବାପା: ସନେଟ୍ରୁ ଚଉପଦୀ
ସନେଟ୍ ହେଉଛି ବିଦେଶରୁ ଆହରିତ ଏକ କାବ୍ୟ ଶୈଳୀ। ଏଥିରେ ପ୍ରକାଶିତ ଭାବକୁ ଆମ ପାରମ୍ପରିକ ଓଡ଼ିଆ ଶୈଳୀରେ ଚଉପଦୀର ଛାଞ୍ଚରେ…ଆଗକୁ ପଢନ୍ତୁ