ନିଜେ ନିଜ ସହ

ଏବେ ଏଇନେ ହଠାତ୍ ଦେଖାହେଇଗଲା ନିଜ ସହପଚାରିଲି ତାକୁ ଭଲମନ୍ଦ ଖବର ଅନ୍ତରହସି କି କହିଲା ହଁ ଗାଡି ଚାଲିଛିଧୁଆ ଲୁଗାରୁ…ଆଗକୁ ପଢନ୍ତୁ

ବିନ୍ଦୁ ମୁଁ

ସଂକୁଚିତ ରେଖା ମୁଁପାଲଟିଛି ବିନ୍ଦୁ ……..ମୁଁ ଆଦିମୁଁ ଅନ୍ତ ………ହଜିଯାଇଥିବାଅସ୍ତିତ୍ବ ମୁଁ। ଚଉକୋଣ, ତ୍ରିଭୁଜ …….ଆଙ୍କୁଥିଲେ ମୋତେ ନେଇଥିଲି ଯେବେ ମୁଁ…ଆଗକୁ ପଢନ୍ତୁ

ମରୁ ଝରଣା

ଜୀବନ ମୋ ଏକ ମରୁ ଝରଣାଯାଇଛି କେବେଠୁ ଶୁଖିଜଳିଛି ଶ୍ୟାମଳ ସବୁଜ ସ୍ୱପନବାସ୍ତବତା ପାରେ ଦେଖି।ଅତୀତ ମୋ ପାଇଁ ସ୍ମୃତିର ଶାୟରୀସମ୍ପର୍କ…ଆଗକୁ ପଢନ୍ତୁ

ସ୍ବଭାଷା ହୋଇନି ସ୍ବାଧୀନ

ଲୋକଭାଷାଠୁଁ ହୋଇ ଭିନ୍ନଚାଲିଛି ସ୍ବଭାଷା ଲିଖନତେଣୁ ଏ ନୁହେ ସୁସଂପନ୍ନଏବେ ବି ପରଂପରାଧୀନ ଲେଖିବା ମାତ୍ରକେ ‘ ତତ୍ସମ ‘ହୁଏନି ଲୋକ…ଆଗକୁ ପଢନ୍ତୁ

ତିନି ମାଇଲ ଖୁଣ୍ଟ

ଶୈଶବ:ଧୂଳି ଖେଳ, ବାଲିଘର, ମା କୋଳେ ଶୟନଗୀତ, ନାଚ, ହସ ଖୁସି ବିତିଯାଏ ରାତି ଦିନଲୁଚକାଳି, ଗୁଡିଟଣା, ବର୍ଷା ଭିଜା ଦିନମାନକାଗଜ…ଆଗକୁ ପଢନ୍ତୁ

ଅପରାହ୍ନର ଅନୁଭବ

ଆକାଶ ରେ ଭେଳା ଭେଳା ପାଉଁଶିଆମେଘ ଉଢ଼ାଳରେ ରବିଅପରାହ୍ନ ଖରା ପ୍ରଖର ପ୍ରଦୀପ୍ତିମହକ ଯାଇଛି ଦବି।ବିଷର୍ଣ୍ଣ ଧୂସର ଆଲୋକରେ ଧୂପଦିଶୁଅଛି ଚାରିଆଡଯାତ୍ରୀଟିଏ…ଆଗକୁ ପଢନ୍ତୁ

ଅନ୍ଧାର ଲୁହ

ସାରା ଆକାଶରେ ଘୋଟିଚି ବାଦଲସୋରାଏ ସୂର୍ଯ୍ୟର ତେର୍ଚ୍ଛା କିରଣଝଲସୁଛି ତୀକ୍ଷ୍‌ଣଧାର ଅସୀଟିଏ ପରିସତେ ଚିରିଦେବହୃଦୟ ସେ ମୋହରି । ମେଞ୍ଚା ମେଞ୍ଚା…ଆଗକୁ ପଢନ୍ତୁ

ଜାଣିଲି ଯେବେଠୁ

ସେହିକାଳୁ ମନରେ ରଖିଛିକହିବାକୁ ପଦିଏକୋଉ କହିପାରୁଛିଜାଣିଲି ଯେବେଠୁ ତୁମେଅନ୍ତର୍ଯ୍ୟାମୀ ବୋଲି ।ଆଉ ରହିଲାତୁମ ପାଖକୁ ଯିବାକଥାତୁମେ ତ ଅଛ ସବୁଠିଅଯଥାରେ ଯିବି…ଆଗକୁ ପଢନ୍ତୁ

ବିଦଗ୍ଧ କବିତା

ଚିଠିକୁ ଦେଖିଲେ ମନେ ପଡିଯାଏହଜିଲା ଦିନର କଥାକେମିତି ଭୁଲିବି କହଗୋ ସଜନୀତୁମରି ବିରହ ବ୍ୟଥାତୁମେ ଗଲା ଦିନୁ ହଜିଛି ସପନଯାଇଛି ଆଖିର…ଆଗକୁ ପଢନ୍ତୁ

ମୋ ମମତା ମୋ ଭାଷା

ମାଆର ମମତା ପାଇବାପାଙ୍କ ଆଦର ପାଇଁଆଦରିଲି ମାତୃଭାଷା ଶିକ୍ଷା,ମାଆ ତ ରହିଛି ଚାହିଁବାପା ତ ଗଲେଣି କାହିଁଆଚରିଲି ମାତୃଭାଷା ଦୀକ୍ଷା ।…ଆଗକୁ ପଢନ୍ତୁ