ମୋ ଓଡିଆ

ଯେତେବେଳେ କଲେଜରେ ପାଦଦେଲୁ, ଇଂରାଜୀ ଆମ ଉପରେ ପ୍ରାଧାନ୍ୟ ଦେଖାଇହେଲା, ଆମ ଓଡିଆକୁ ଟିକିଏ ଟିକିଏ ଠେଲିବାକୁ ଲାଗିଲା। ମୁଁ ଓଡିଆ…ଆଗକୁ ପଢନ୍ତୁ

କୁନି ପାଇଁ ଝାଡୁ

ରମ୍ୟ ରଚନାକାରଙ୍କ କଲମରୁ ସମାର୍ଜନୀର ଏକ ନିଆରା ରୂପ । ଭଉଣୀ କୁନି ତା ଶାଶୁଘରେ ନିର୍ଯ୍ୟାତିତ ହେଲା ପରେ ମୁଁ…ଆଗକୁ ପଢନ୍ତୁ

ନେତା ପିମ୍ପୁଡ଼ିଙ୍କ ସହିତ ଏକ ସାକ୍ଷାତକାର

ଆମ ପିମ୍ପୁଡି ସମାଜରେ କେହି ଭିକାରି ନାହାନ୍ତି। ଅଭାବ କଣ ସେମାନେ ଜାଣନ୍ତି ନାହିଁ । ନିକଟରେ ଦୂରଦର୍ଶନ କେନ୍ଦ୍ର ତରଫରୁ…ଆଗକୁ ପଢନ୍ତୁ

ଖେଣ୍ଟାବୁଢା

ଯେତେବେଳେ ମନହୁଏ ପିଲାଙ୍କ ସଙ୍ଗେ ମିଶି ଗପଶୁଣାଇ ଦିନ କଟିଯାଆନ୍ତା, ସେତିକି ବେଳକୁ ଶୁଣିବାକୁ କେହି ନମିଳିଲେ, ମନ ଭାଙ୍ଗିଯାଏ। ଜୀବନ…ଆଗକୁ ପଢନ୍ତୁ

ହାପି ନିଉ ଇୟର

ଓଡିଆଙ୍କ ପର୍ବ ଭିତରେ ପଶିଗଲା ବିଶ୍ଵସ୍ତରୀୟ ପର୍ବ, ନିଉଇୟର । ବହୁ ଦିନୁଁ ଗୋଟିଏ କଥା ମନରେ ଥିଲା। ଆଜି ନୂଆବର୍ଷଟାରେ…ଆଗକୁ ପଢନ୍ତୁ

ୱେବିନାର୍ ଶୋକସଭା

ଜଣେ ଦିବଂଗତଙ୍କର ଶବାଧାର ନ ଉଠୁଣୁ ହିଁ ଆଜିକାଲି ୱେବିନାର୍ ରେ ଆରମ୍ଭ ହୋଇଯାଏ ଶୋକସଭା । ଏହାରି ଉପରେ ଏକ…ଆଗକୁ ପଢନ୍ତୁ

ସାହିତ୍ୟରେ ଫାଟ

ଆହା ! ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଗାଇଡ଼ ବହିଟିଏ ମିଳିଯାଆନ୍ତା କି ! ଏହି ମର୍ମରେ ଲେଖକ ପ୍ରସ୍ତୁତ କରିଛନ୍ତି…ଆଗକୁ ପଢନ୍ତୁ

ଯାହାକୁ କହନ୍ତି ସେବା

ଏ ଦେଶରେ ‘ସେବା’ର ପରିଭାଷା କଣ? ଏ ପ୍ରସଙ୍ଗଟି ଉପରେ ଏକ ବ୍ୟଙ୍ଗ ଦୃଷ୍ଟିପାତ କରିଛନ୍ତି ଲେଖକ। ଆମ ଓଡିଶାରେ ଗୋଟିଏ…ଆଗକୁ ପଢନ୍ତୁ

ହାତ ତାଳିର ମୋହ

ଗାଁ ରେ ଥିଲେ ଜଣେ ପହିଲିମାନ। ଜଣେ ଉସ୍ତାଦଙ୍କ ଆଖଡ଼ାରେ କୁସ୍ତି ଶିଖି ମହା ବଳବାନ ବନିଥିଲେ।  ଉସ୍ତାଦ୍ ପ୍ରତିବର୍ଷ ତାଙ୍କ…ଆଗକୁ ପଢନ୍ତୁ

ସାହିତ୍ୟ ବେପାର

“ସାହିତ୍ୟ  ସମାଜର ଦର୍ପଣ” – ଏ ଉକ୍ତିଟି ପ୍ରତ୍ୟେକଟି ସାହିତ୍ୟିକର ସୈକତେ ଶୋଭା ବର୍ଦ୍ଧନ କରେ। ଦର୍ପଣରେ ଆମେ ଆମର ନିଜ…ଆଗକୁ ପଢନ୍ତୁ