ଓଡ଼ିଶାରେ ଅଘରଦୁଆରି କାର୍ତ୍ତିକ ମାସରେ ବ୍ୟାପୁଥିବା ଏକପ୍ରକାର ମାଲେରିଆ ଜର ଇଏ। ସାହିତ୍ୟକୁ ବି ମାଡ଼ିଯାଏ ଏହି ଜ୍ବର। କାର୍ତ୍ତିକିକ କଥା;…ଆଗକୁ ପଢନ୍ତୁ
Category: ଶେଷ ପୃଷ୍ଠା
‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାରେ ପ୍ରକାଶିତ ଶ୍ରୀ ପ୍ରଶାନ୍ତ ଭୂୟାଁଙ୍କ ନିୟମିତ ମାସିକ ସ୍ତମ୍ଭ, ‘ଶେଷ ପୃଷ୍ଠା’।
‘Sesha Prustha’ is a monthly column by Prasanta Bhunya in the ‘Sahitya Charcha’ magazine. The writer is also popularly known as ‘Prabhu’.
Open the following links to read the articles.
ଲେଖାଗୁଡ଼ିକ ପଢିବା ପାଇଁ ନିମ୍ନରେ ଥିବା ଲିଂକ୍ ଖୋଲନ୍ତୁ।
ଉପନପାଳି*
ଭାଷା ପାଇଁ ବିଭିନ୍ନ ପ୍ରକଳ୍ପ ଓ ସାହିତ୍ୟ ପାଇଁ ଅଲଗା ବୋଧଜ୍ଞାନ ନେଇ ସମଗ୍ର ଜନଜୀବନ ପାଇଁ ଲେଖିବାକୁ ହେବ। ଆମ୍ଭ…ଆଗକୁ ପଢନ୍ତୁ
ପଶ୍ଚାଦ୍ୱଂଶ*
ବିଜ୍ଞାନ ଏବେ ସାହିତ୍ୟକୁ ନିଜ ଅକ୍ତିଆରକୁ ଆଣିବାର ସାମର୍ଥ୍ୟ ରଖିଛି ଏବଂ କୃତ୍ରିମ ପ୍ରଜ୍ଞାବୋଧର ସହାୟତାରେ ସେହି ପ୍ରୟାସ ଜାରୀ ରଖିଛି।…ଆଗକୁ ପଢନ୍ତୁ
ଅନୂଦ୍ୟ*
ଅନୁବାଦ ହେଉଛି ସମଗ୍ର ମାନବଜାତିର ସାହିତ୍ୟ। ଏହା ବିଶ୍ୱବାସୀଙ୍କ ପାଇଁ ଇତିହାସ, ସଂସ୍କୃତି ଓ ଐତିହ୍ୟର ଏକ ପ୍ରଜ୍ଞାଦର୍ପଣ। “ତତ୍ତ୍ୱ ଭାଗବତ…ଆଗକୁ ପଢନ୍ତୁ
ଜଗ୍ଗର୍ନ୍ନାଟ୍*
ଆପଣା ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ନେଇ ଫୁଲିଫାଟିବା ପୂର୍ବରୁ ସାହିତ୍ୟ ଦୁଇପଦ ପଢ଼ାଯାଉ। “ଜଇତ ନାମ ରଥେ ବସି। ସ୍ୱଭାବେ…ଆଗକୁ ପଢନ୍ତୁ
ଅଧାତୁମନ୍ତ*
ଡାହୁକବୋଲି ତର୍କବିତର୍କର ପ୍ରସଙ୍ଗ ହୋଇ ସଦାକାଳେ ରହି ଆସିଛି। ପୁରୀର ଡାହୁକବୋଲି ପ୍ରସଙ୍ଗରେ ଆଲୋଚନା ଚାଲିଥିଲା ଓଡ଼ିଆ ଭାଷା ସାହିତ୍ୟର ଜ୍ଞାନୀ…ଆଗକୁ ପଢନ୍ତୁ
ଷଷ୍ଠାଷ୍ଟମ*
ଆଜିର ସାହିତ୍ୟିକ ନିଜକୁ ଭାଷା-ଧର୍ମରାଜ ବୋଲାଇ ସାହିତ୍ୟ-ପାଞ୍ଚାଳୀକୁ ବନ୍ଧକ ରଖେ। “ତୃଣରୁ ବିନମ୍ର ବୋଲାଅ; ବୃକ୍ଷ ତହୁଁ ସହିଷ୍ଣୁ ହୁଅ।”ସ୍ୱର୍ଗତ କବି…ଆଗକୁ ପଢନ୍ତୁ
ନ୍ୟୂନପଞ୍ଚାଶଦ୍ଭାବ*
ଆଲୋକ-ଅନ୍ଧକାର ସତ୍ତାର ପ୍ରଜ୍ଞପ୍ତି ହେଉଛି ବିଜ୍ଞାନ; ଆଲୋକର ପ୍ରଜ୍ଞାବାଦ ହେଉଛି ଜ୍ଞାନ। ଅତିବଡ଼ୀ ଜଗନ୍ନାଥ ଦାସଙ୍କ ‘ତୁଳାଭିଣା’ ପଢ଼ୁଥିଲି। ସଂସାରତତ୍ତ୍ୱ ହେତୁ…ଆଗକୁ ପଢନ୍ତୁ
ତୁଚ୍ଛତାଚ୍ଛଲ୍ୟ *
ଓଡ଼ିଆ ସାହିତ୍ୟରେ ଅହଂସର୍ବସ୍ୱ ରଥୀ ମହାରଥୀଙ୍କ ଭିଡ଼ ଏବେ। ପ୍ରେମ ପଞ୍ଚାମୃତରେ ପଢ଼ିଥିଲି;“ଏ ନିତ୍ୟ ଅଇଶୁର୍ଯ୍ୟ ସୁଖ; ଏଠାରେ ନାହିଁ ଶୋକ…ଆଗକୁ ପଢନ୍ତୁ
ସମ୍ପ୍ରତିସଞ୍ଚର *
ଓଡ଼ିଆ ଭାଷାରେ ଶିକ୍ଷାପ୍ରାପ୍ତ ହୋଇ ଆମ୍ଭର ଅନେକ ଭାଇଭଉଣୀ ଉପାର୍ଜନକ୍ଷମ ହୋଇ ପାରୁନାହାନ୍ତି; ତେଣୁ ଆମ ଭାଷା ଅର୍ଥକରୀ ନୁହେଁ ବୋଲି…ଆଗକୁ ପଢନ୍ତୁ