Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › କବିତା, କବିତା ଓ କେବଳ କବିତା › Reply To: କବିତା, କବିତା ଓ କେବଳ କବିତା
2020-11-18 at 6:36 am
#1902
sahityacharcha
Keymaster
ସାହିତ୍ୟର ଉନ୍ମେଷ କାବ୍ୟରୁ ହିଁ ହୋଇଛି। ଏହା ଆମେ ଭୁଲିଯିବା ଉଚିତ ନୁହେଁ। ଅବଶ୍ୟ ସାହିତ୍ୟର ସମସ୍ତ ବିଭାଗର ସମ ପରିମାଣରେ ବିକାଶ ଆବଶ୍ୟକ।
ସମ୍ପାଦକ