Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › ତିନି ପାଞ୍ଜି › Reply To: ତିନି ପାଞ୍ଜି
2022-09-13 at 2:41 am
#7393
sahityacharcha
Keymaster
‘ପଞ୍ଜିକରଣ’ଶବ୍ଦରୁ ‘ପାଞ୍ଜି’ର ସୃଷ୍ଟି। ଏଥିରେ ତିନି ପ୍ରକାର ଘଟଣା ପଞ୍ଜିକୃତ ବା ଲିପିବଦ୍ଧ ହୋଇଥାଏ। ଯଥା, ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ।
ତେଣୁ ଯେଉଁ ବ୍ୟକ୍ତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବୋଲି କିଛି ହିଁ ନାହିଁ, ତାହା ପାଇଁ କୁହାଯାଏ ଯେ ‘ତିନି ପାଞ୍ଜିରୁ ଗଲା’।