ଗଳ୍ପଗୁଡ଼ିକ କଣ କଲେ ପରିମାର୍ଜିତ ଓ ପରିବର୍ଦ୍ଧିତ ହୋଇ ପାରିବ ?

Odia Literary Magazine: ସାହିତ୍ୟ ଚର୍ଚ୍ଚା Forums Discussion Forum ଗଳ୍ପଗୁଡ଼ିକ କଣ କଲେ ପରିମାର୍ଜିତ ଓ ପରିବର୍ଦ୍ଧିତ ହୋଇ ପାରିବ ?

Viewing 2 posts - 1 through 2 (of 2 total)
  • Author
    Posts
  • #10900
    G C Das
    Participant

    ଯୁବ ବା ତରୁଣ ଲେଖକମାନଙ୍କ କଲମରୁ ପ୍ରକାଶ ପାଉଥିବା ଗଳ୍ପଗୁଡ଼ିକ କଣ କଲେ ପରିମାର୍ଜିତ ଓ ପରିବର୍ଦ୍ଧିତ ହୋଇ ପାରିବ ?

    #13862
    Gopabandhu
    Participant

    ବର୍ତ୍ତମାନର ସମୟରେ ଆଉ କେହି ବହୁତ ଲମ୍ବା କାହାଣୀ ପଢିବାକୁ କେହି ପସନ୍ଦ କରୁନାହାନ୍ତି। ଗଳ୍ପ ଗୁଡିକରେ ଚରିତ୍ର ବେଶୀ ଥିଲେ ମଧ୍ୟ ବିମୁଖ ହେଉଛନ୍ତି ପାଠକ। ତେଣୁ, ଗଳ୍ପ ଗୁଡିକରେ ସ୍ୱଳ୍ପ ସଂଖ୍ୟକ ଚରିତ୍ର, କମ କାହାଣୀ, କମ ବର୍ଣ୍ଣନା କଲେ ପାଠକ ଆଗ୍ରହର ସହକାରେ ପଢିପାରିବ। ବର୍ତ୍ତମାନ ତ ମିନିଗଳ୍ପ, ଅଣୁଗଳ୍ପ ଆଦିକୁ ପ୍ରାଧାନ୍ୟ ଦିଆଗଲାଣି। ଏହି ସବୁ ବିଷୟ ପ୍ରତି ଧ୍ୟାନ ଦିଆଗଲେ ନିଶ୍ଚିତ ଗଳ୍ପ ସାହିତ୍ୟର ପରିସର ପରିମାର୍ଜିତ ଅବଂ ପରିବର୍ଦ୍ଧିତ ହୋଇପାରିବ।

Viewing 2 posts - 1 through 2 (of 2 total)
  • You must be logged in to reply to this topic.