ଜଗନ୍ନାଥ ଦାସଙ୍କ ଭାଗବତ

Odia Literary Magazine: ସାହିତ୍ୟ ଚର୍ଚ୍ଚା Forums Discussion Forum ଜଗନ୍ନାଥ ଦାସଙ୍କ ଭାଗବତ

Viewing 3 posts - 1 through 3 (of 3 total)
  • Author
    Posts
  • #7387
    Anonymous
    Inactive

    କୁହାଯାଏ ଯେ ପୂର୍ବେ ଏକ ସମୟରେ ଓଡିଶାର ଘରେଘରେ ଜଗନ୍ନାଥ ଦାସଙ୍କର ଓଡ଼ିଆ ଭାଗବତର ଏଭଳି ପ୍ରଭାବ ଥିଲା ଯେ କେବଳ ଏହି ଗ୍ରନ୍ଥଟି ପଢିବାକୁ ସକ୍ଷମ ହେବାପାଇଁ ଲୋକେ ଓଡ଼ିଆ ଅକ୍ଷର ଶିଖିବାରେ ଲାଗିଲେ। ଫଳରେ ସେତେବେଳକାର ଜନଗଣନା ରିପୋର୍ଟ ଅନୁସାରେ ଓଡ଼ିଶାରେ ସାକ୍ଷରତାର ହାର ଆମ ଦେଶ ଭିତରେ ସବୁଠାରୁ ଉପରେ ଥିଲା।

    #8678
    debashis
    Participant

    ଭଗବତ ଓଡିଆ ଜାତିର ପ୍ରାଣକେନ୍ଦ୍ର| ସାକ୍ଷରତା ବଢେଇବାରେ ଭାଗବତର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ|

    #13537
    Gopabandhu
    Participant

    ପୂର୍ବରୁ ଯଦିଓ କିଛି ସାହିତ୍ୟ ରଚନା ହୋଇଥିଲା, ତଥାପି ଓଡିଆ ଭଗବତ ଘରେ ଘରେ ଆଦୃତ ହୋଇପାରିଲା। ଏହାର କାରଣ ହେଉଛି ଶୁଦ୍ଧ, ମାର୍ଜିତ, ମାନକ ଓଡିଆ ଭାଷାର ବ୍ୟବହାର। ଏହି ଭଗବତ ପାଇଁ ଓଡ଼ିଶାର ସାକ୍ଷରତା ହାର ଢେର ବଢି ଯାଇଥିଲା।

Viewing 3 posts - 1 through 3 (of 3 total)
  • You must be logged in to reply to this topic.