Online Odia Literary Magazine
Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › ତିନି ପାଞ୍ଜି
‘ତିନି ପାଞ୍ଜିରୁ ଯିବା’ ଲୋକୋକ୍ତିର ମାନେ କଣ ? ଏଠାରେ ତିନି ପାଞ୍ଜି କଣ କଣ ?
‘ପଞ୍ଜିକରଣ’ଶବ୍ଦରୁ ‘ପାଞ୍ଜି’ର ସୃଷ୍ଟି। ଏଥିରେ ତିନି ପ୍ରକାର ଘଟଣା ପଞ୍ଜିକୃତ ବା ଲିପିବଦ୍ଧ ହୋଇଥାଏ। ଯଥା, ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ। ତେଣୁ ଯେଉଁ ବ୍ୟକ୍ତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବୋଲି କିଛି ହିଁ ନାହିଁ, ତାହା ପାଇଁ କୁହାଯାଏ ଯେ ‘ତିନି ପାଞ୍ଜିରୁ ଗଲା’।
ଏହି କଥାଟି ସହିତ ମୁଁ ଏକମତ
Log in / Register