Online Odia Literary Magazine
Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › କେତେଜଣ ବନମାଳୀ ଦାସ?
ଓଡିଆ ସାହିତ୍ୟରେ କେତେଜଣ ବନମାଳୀ ରହିଛନ୍ତି?
ଆଲୋଚକ ନୀଳମଣି ମିଶ୍ରଙ୍କ ମତରେ ପାଞ୍ଚଜଣ ବନମାଳୀ ରହିଛନ୍ତି। ରାସ ପ୍ରଣେତା, ପଦାବଳୀ ରଚୟିତା, ସୁଚିତ୍ର ରାମାୟଣ ପ୍ରଣେତା, ବାର୍ଷିକ ରାସ ପ୍ରଣେତା, ରାଧିକା ବୋଲି ଓ ଉଦ୍ଧବ ଚଉତିଶାର ରଚୟିତା ବନାମାଳୀଙ୍କ ସନ୍ଧାନ ମିଳେ। ପୁଣି ବନମାଳୀ ସାମନ୍ତରାୟ ବାର୍ଷିକ ରସ ରଚନା କରିଥିବାବେଳେ ଦ୍ଵିଜ ବନମାଳୀ ରାଧିକା ବୋଲି ଏବଂ ଉଦ୍ଧବ ଚଉତିଶା ରଚନା କରିଥିଲେ।
ଆମେ ଯେଉଁ ବନାମାଳୀଙ୍କୁ ଜାଣିଛୁ ସେ ପଦବଳୀର ରଚୟିତା। ଏହାସହ ଶ୍ରୀରାମ ଚମ୍ପୁ ମଧ୍ୟ ରଚନା କରିଥିଲେ।
ଗୋପବନ୍ଧୁ ବାବୁ ଠିକ୍ କହିଛନ୍ତି
Log in / Register