ସାହିତ୍ୟ ପତ୍ରିକା

Viewing 2 posts - 1 through 2 (of 2 total)
  • Author
    Posts
  • #14811
    Gopabandhu
    Participant

    ବର୍ତ୍ତମାନର ସମୟରେ ସାହିତ୍ୟ ପତ୍ରିକା ଛତୁ ଫୁଟିଲା ପରି ଫୁଟି ଉଠିଲେଣି। ତେବେ ଆମେ କାହାକୁ ଠିକ୍ ବୋଲି ମାନିବା? ପତ୍ରିକାର ମାନ କିପରି ହେବା ଉଚିତ୍? ବର୍ତ୍ତମାନ ଯେପରି କବିତା ହନୁକରଣ କରି ଲେଖୁଛନ୍ତି ପତ୍ରିକାରେ କେବଳ କବିତା ହିଁ ସ୍ଥାନ ପାଉଛି। ବର୍ତ୍ତମାନର ସମାଜରେ ସାହିତ୍ୟ ପତ୍ରିକାର ଭୂମିକା କଣ ?

    #14954
    G C Das
    Participant

    ଆପଣଙ୍କ ନଜରରେ କେତୋଟି ସାହିତ୍ଯ ପତ୍ରିକା ପ୍ରକାଶ ପାଉଛି ? ଦୟାକରି ସେମାନଙ୍କର ନାମ କହିବେ କି ?

Viewing 2 posts - 1 through 2 (of 2 total)
  • You must be logged in to reply to this topic.