Online Odia Literary Magazine
Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › ଓଡ଼ିଆ ଭାଷାରେ ଇମୋଜି ଚିହ୍ନର ବ୍ୟବହାର
ସାହିତ୍ୟ ଚର୍ଚ୍ଚାର ସଂପାଦକୀୟରେ ଓଡ଼ିଆ ଭାଷା ଓ ସାହିତ୍ୟରେ ଶବ୍ଦ ବଦଳରେ ଇମୋଜି ଚିହ୍ନ ବ୍ୟବହାର ସମ୍ପର୍କରେ ପଶ୍ନ ଉଠାଯାଉଛି। ଏହା ନିଶ୍ଚିନ୍ତ ଭାବରେ ଏକ ଚିନ୍ତନୀୟ ବିଷୟ। ଆମ ଭାଷାରେ କଣ ଶବ୍ଦ ନାହିଁ ଯେ ଆମେ ଇମୋଜି ବ୍ୟବହାର କରିବା?
ଯୁଗକୁ ଚାହିଁ ଭାଷା। ଏଣୁ ଯେଉଁଠି ଆବଶ୍ୟକ ସେଠି ଆମେ ଟିକିଏ ଇମୋଜି ବ୍ୟବହାର କରିଦେଲେ କ୍ଷତି କଣ।
Yes, why should we use emoji so much ?
Log in / Register