Online Odia Literary Magazine
Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › କବିତା, କବିତା ଓ କେବଳ କବିତା
ସାହିତ୍ୟ କହିଲେ କଣ କବିତା କୁ ହିଁ ବୁଝାଏ? ଯଦି ନା ତେବେ ଆଜିର ସାହିତ୍ୟିକ ମାନେ କେବଳ ରାଶି ରାଶି କବିତା ହିଁ ସୃଷ୍ଟି ରେ ହିଁ ମନୋନିବେଶ କାହିଁକି କରୁଛନ୍ତି? ଏହା ଫଳରେ ଗଳ୍ପ ଓ ରମ୍ୟ ରଚନା ଭଳି ସାହିତ୍ୟର ଅନ୍ୟ ବିଭାଗଗୁଡିକ ଦୁର୍ବଳ ହୋଇପଡୁଛି। ଆଜିକାଲି ସମାଲୋଚନା ଆଉ କେହି ଲେଖୁନାହାନ୍ତି କହିଲେ ଚଳେ। ଏହା ସାହିତ୍ୟ ପାଇଁ ମୋଟେ ଶୁଭଙ୍କର ନୁହେଁ।
ସାହିତ୍ୟର ଉନ୍ମେଷ କାବ୍ୟରୁ ହିଁ ହୋଇଛି। ଏହା ଆମେ ଭୁଲିଯିବା ଉଚିତ ନୁହେଁ। ଅବଶ୍ୟ ସାହିତ୍ୟର ସମସ୍ତ ବିଭାଗର ସମ ପରିମାଣରେ ବିକାଶ ଆବଶ୍ୟକ।
ସମ୍ପାଦକ
ଆଜି କାଲି କବିତାରେ ହିଁ ଚାଲିଛି ସାହିତ୍ୟ।
Log in / Register