Online Odia Literary Magazine
Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › ଦୁଇପଦି କବିତା
ଆଜିକାଲି ମାତ୍ର ଦୁଇପଦରେ ଓଡିଆ ଭାଷାରେ ଅତି ଚମତ୍କାର କବିତା ଦେଖିବାକୁ ମିଳୁଛି | ଯାହା ଖୁବ ସୁନ୍ଦର ଲାଗୁଛି | ଗୋଟିଏ ଉଦାହରଣ :
ସଂସାର —– ସଂସାର ବନ୍ଧନ ବିଚିତ୍ର ସ୍ପନ୍ଦନ ମରୁଭୁମି ଓଟ ଯଥା ନିଜ ରକ୍ତ ନିଜେ ପାନକରି ହେଜେ କାକଟସ ରକ୍ତ କଥା | ଅଦ୍ଭୁତ ବନ୍ଧନ ବିଚିତ୍ର ଚେତନ ସପନରେ ବନ୍ଧି ହୋଇ ଦୁଃଖ ସୁଖ ସବୁ କରିନିଏ କାବୁ ମୋର ମୋର ହେଉ ଥାଇ|
ଆମ ସଦସ୍ୟ ବନ୍ଧୁ ମାନେ ଏହିଭଳି କିଛି ଦୁଇପଦି କବିତା ପଢିଥିଲେ ଏଠାରେ ଲେଖିବାକୁ ଅନୁରୋଧ |
ବର୍ତ୍ତମାନ ତ ଏଭଳି ସଂକ୍ଷିପ୍ତ କବିତାର ଯୁଗ। ଏଣୁ ସ୍ବାଗତଯୋଗ୍ୟ।
Log in / Register