Online Odia Literary Magazine
Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › ଵରେଣ୍ୟ ଶ୍ରୀ ମନୋଜ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରସଙ୍ଗ
ବରେଣ୍ୟ ପ୍ରଜ୍ଞା-ପୁରୁଷ ଶ୍ରୀ ମନୋଜ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା କୁ ନେଇ ସର୍ବତ୍ର ଚାଲିଥିବା ବିତର୍କରେ ସଂଯମ ଓ ଶାଳିନତା ରକ୍ଷା ହେଉ। ସାର୍ ତ ଏସବୁରୁ ବହୁ ଉର୍ଦ୍ଧ୍ବରେ। ସେ କେବେବି ଆଶା କରି ନ ଥିବେ ଯେ ତା’ଙ୍କୁ କେନ୍ଦ୍ରକରି ହାଟମଝିରେ ଦିନେ ଏଭଳି ବାକବିତଣ୍ଡା ହେବ। ଏକଥା ଜାଣିପାରିଲେ ସେ ଦୁଃଖୀ ହେବେ।
ସାର୍ ଆମ ସାହିତ୍ୟର ଅନନ୍ୟ ସ୍ରଷ୍ଟା। ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି।
ଶ୍ରୀ ମନୋଜ ଦାସ ଶୀଘ୍ର ସୁସ୍ଥ ହୋଇ ଉଚ୍ଚକୋଟିର ସାହିତ୍ୟ ରଚନା ପାଇଁ କଲମ ଚଳାଇବାକୁ ପୁନରାୟ ସମର୍ଥ ହୁଅନ୍ତୁ,ଏହା ଈଶ୍ବରଙ୍କ ନିକଟରେ ଆମର ପ୍ରାର୍ଥନା।
ଶେଷରେ ଚାଲିଗଲେ ପ୍ରଜ୍ଞା ପଥର ଯାତ୍ରୀ। ତାଙ୍କ ଅବର୍ତ୍ତମାନରେ ହଜି ଯାଇଛି ଭାଷା।
Log in / Register