Online Odia Literary Magazine
Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › ‘ଶିଶୁଲେଖା’ ପତ୍ରିକାର ପୁନଃପ୍ରକାଶକୁ ସ୍ବାଗତ
ଅତୀତରେ ଦିନେ ଓଡିଶା ସରକାରଙ୍କ ପୃଷ୍ଠପୋଷକତାରେ ପ୍ରକାଶିତ ହୋଇ ଶିଶୁ ସାହିତ୍ଯକୁ ସମୃଦ୍ଧ କରିଥିବା ‘ଶିଶୁ ଲେଖା’ ପତ୍ରିକାଟି ବନ୍ଦ ହୋଇଯାଇଥିବାରୁ ଆମେ ମ୍ରିୟମାଣ ହୋଇପଡିଥିଲୁ। ଏବେ ଏହାର ପୁନଃପ୍ରକାଶ ପାଇଁ ନିଷ୍ପତ୍ତି ନିଆଯାଇଥିବା ଅତି ଆନନ୍ଦର କଥା।
ଏହି ପତ୍ରିକାଟି କେଉଁଠାରେ ମିଳିପାରିବ?
ଉନବିଂଶ ଶତାବ୍ଦୀର ଶେଷ ଏବଂ ବିଂଶ ଶତାବ୍ଦୀର ପ୍ରାରମ୍ଭକୁ “ଶିଶୁ ସାହିତ୍ୟର ସୁବର୍ଣ୍ଣ ଯୁଗ” କୁହାଯାଏ କାରଣ ସେହି ସମୟରେ ଅନେକ କ୍ଲାସିକ ଶିଶୁ ସାହିତ୍ୟ ପୁସ୍ତକ ପ୍ରକାଶିତ ହୋଇଥିଲା ।
ଶିଶୁଲେଖାର ନୂତନ ସଂଖ୍ୟା ଦୀର୍ଘଦିନ ହେଲା ବଜାରରେ ଦେଖିବାକୁ ପାଉନୁ , କେବେ ପ୍ରକାଶ ପାଇବ?
Log in / Register