Online Odia Literary Magazine
ବର୍ତ୍ତମାନ ପାରମ୍ପରିକ ଛନ୍ଦୋବଦ୍ଧ କବିତାର ଲୋକପ୍ରିୟତା ଦିନକୁ ଦିନ କମିବାରେ ଲାଗୁଛି। ଏହା ଉପରେ କାହାର ବି ଦୃଷ୍ଟି ପଡୁନାହିଁ।
ଉନବିଂଶ ଶତାବ୍ଦୀର ଶେଷ ଏବଂ ବିଂଶ ଶତାବ୍ଦୀର ପ୍ରାରମ୍ଭକୁ “ଶିଶୁ ସାହିତ୍ୟର ସୁବର୍ଣ୍ଣ ଯୁଗ” କୁହାଯାଏ କାରଣ ସେହି ସମୟରେ ଅନେକ କ୍ଲାସିକ ଶିଶୁ ସାହିତ୍ୟ ପୁସ୍ତକ ପ୍ରକାଶିତ ହୋଇଥିଲା ।